ଦି ତରଫା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷଣ - ସମ୍ପାଦନା

୧. ଦୁଇପକ୍ଷ ସମ୍ୱନ୍ଧୀୟ — ୧. Relating to both sides.


ଅନୁବାଦ ସମ୍ପାଦନା

(ଏକତରଫା—ବୀପରୀତ)

୨. (କଚିରିଆ) ଦୁଇ ପକ୍ଷରୁ ପ୍ରମାଣ ନିଆ ଯାଇ ବିଚାର କରା ଯାଇଥିବା (ମକଦ୍ଦମା) — ୨. (case) Decided after contest.

(ଯଥା—ଦିତରଫା ଡିଗ୍ରୀ)