ଦିହୁଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଦୀପକଧରକ) ଦୁହୁଡ଼ିଆ; ଯେ ମସାଲ— ଧରିଥାଏ ,ମସାଲ ଧରିଥିବା ଲୋକ — ୧. Torch-bearer; the person who carries a hand torch.
୨. (ସଂସ୍କୃତ - ଦେହଳୀ ରକ୍ଷକ)ସିଂହଦ୍ୱାର ରକ୍ଷକ — ୨. The keeper of the main gate.

ଦେଶଜ - ବିଶେଷଣ - (ଗାଳି) ସମ୍ପାଦନା

ସର୍ବନାଶକାରୀ; ଯେ ବଂଶନାଶର ହେତୁ ହୁଏ —Causing ruin; bringing about the ruin of the family.

ପ୍ରାଦେଶିକ - (ଯାଜପୁର)ବିଶେଷଣ - ସମ୍ପାଦନା

ଯେଉଁ ବଳଦର ସିଂଘରେ ଧଳା ଚିହ୍ନ ଥାଏ —(A bullock) Having white spot on its horns.