ଦିଲ୍ଗିଲ୍
ଦିଲ୍ଗିଲ୍
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଦିଲିଗିଲି—ଅନ୍ୟରୂପ)
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷଣ - (ଫାରାସୀ - ଦିଲ୍ଗିର୍=ଶୋକାକୁଳ; ଦୁଃଖିତ; ତୁଳ. ଗୁଜରାଟି. ଦିଲ୍ଗିର୍) ସମ୍ପାଦନା
- ୧. ସନ୍ଦେହଯୁକ୍ତ (ମନ). ୧. Dubious; doubtful.
- ୨. ବ୍ୟସ୍ତ; ବିଚଳିତ; ଉଦ୍ୱିଗ୍ନ (ମନ) — ୨. Anxious; confused.
- ୩. ଅସ୍ଥିର (ମନ) —୩. Restless (mind).
- ୪. ଶୋକାକୁଳିତ —୪. Grieved; sorrowful.
ବିଶେଷ୍ୟ - ସମ୍ପାଦନା
- ୧. ମନୋଦୁଃଖ —୧. Sorrow; grief.
- ୨. ସନ୍ଦେହ —୨. Doubt; suspicion.
- ୩. ମାନସିକ ଅସ୍ଥିରତା; ଉଦ୍ଦେଗ —୩. Mental -restlessness; anxiety.