ମୂଳ
ଯାହିତାହି
ଲଗ-ଇନ
ସଜାଣି
ଦାନ
ଉଇକିଅଭିଧାନ ବାବଦରେ
ଆମେ ଦାୟୀ ନୋହୁଁ
ଖୋଜନ୍ତୁ
ଦିର୍ହାମ୍
ଭାଷା
ଦେଖିବେ
ସମ୍ପାଦନା
ଦିର୍ହାମ୍
ବିଷୟସୂଚୀ
୧
ଓଡ଼ିଆ
୧.୧
ଉଚ୍ଚାରଣ
୧.୨
ଅନୁବାଦ
୧.୩
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ତୁର୍କୀ. ଦର୍ହମ୍)
ଓଡ଼ିଆ
ସମ୍ପାଦନା
ଉଚ୍ଚାରଣ
ସମ୍ପାଦନା
ରୋ.ଟ୍ରା.
— Dir-hām
ଆଇ.ପି.ଏ.
— dˈiɾham
ଧ୍ୱନି (ମାନକ ଓଡ଼ିଆ)
(
file
)
ଅନୁବାଦ
ସମ୍ପାଦନା
ଦିର୍ହାମ୍
ବଙ୍ଗାଳୀ:
দরহাম
ହିନ୍ଦୀ:
दिरम
,
विरहम
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ତୁର୍କୀ. ଦର୍ହମ୍)
ସମ୍ପାଦନା
୧. ମିଶରଦେଶପ୍ରଚଳିତ ରୌପ୍ୟମୁଦ୍ରାବିଶେଷ — A silver coin carrent in Egypt; Dirham.
୨. ମିଶରଦେଶପ୍ରଚଳିତ ଓଜନବିଶଷ, ପ୍ରାୟ ୩ ମସା — ୨. A standard weight current in Egypt.