ଦିର୍ହମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଓ ତୁର୍କୀ. ଦର୍ହମ୍) ସମ୍ପାଦନା

୧. ମିଶରଦେଶପ୍ରଚଳିତ ରୌପ୍ୟମୁଦ୍ରାବିଶେଷ — A silver coin carrent in Egypt; Dirham.
୨. ମିଶରଦେଶପ୍ରଚଳିତ ଓଜନବିଶଷ, ପ୍ରାୟ ୩ ମସା — ୨. A standard weight current in Egypt.