ଦିମାକିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ଦମାଗୀ) ସମ୍ପାଦନା

୧. ଅହଂକାରୀ; ଗର୍ବୀ — ୧. Proud; haughty; arrogant.
୨. ଅଭିମାନୀ —୨. Sullen.
୩. ଯେଉଁ ଲୋକର ମନୋଭାବ ଅନ୍ୟ ଲୋକେ ସହଜରେ ବୁଝି ପାରନ୍ତି ନାହିଁ —୩. (a person) Whose mentality or wishes are hard to understand.
୪. ଜିଗରିଆ; ଜିଦିବାଜ୍ —୪. Headstrong.