ଦିଙ୍ନିର୍ଣ୍ଣୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦିକ୍+ ନିର୍ଣ୍ଣୟ; ୬ଷ୍ଠୀ ତତ୍) ସମ୍ପାଦନା

୧. ଦିଗମାନଙ୍କର ସ୍ଥିରୀକରଣ —୧. Ascertainment of the points of the compass.


୨. କୌଣସି ବିଷୟର ସୂଚନା — ୨. Mere indication of any matter.