ଦିଗ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦିକ୍)

ସମ୍ପାଦନା
୧. ଦିକ୍ —୧. The points of the compass.

ଦିଗ ବାତାର୍କ ଜଳପତି ଅଶ୍ୱିନୀ ବହ୍ନି ସବରପତି ଜଗନ୍ନାଥ. ଭାଗବତ

୨. ଏକ କଡ଼ା କଉଡ଼ିର ଦଶମାଂସ — ୨. One tenth of a cowrie or shell-money.
୩. ପକ୍ଷ —୩. Side.

ବେନି ଦିଗ ମନ୍ତ୍ରୀଏ ନିବର୍ତ୍ତାଇ ଉପେନ୍ଦ୍ରଭଞ୍ଜ. ବୈଦେହୀଶବବିଳାସ