ଦିକ
ଦିକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - .ବିଶେଷ୍ୟ - (ସଂସ୍କୃତ - ଦିକ୍)
ସମ୍ପାଦନା- ୧. ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳ — ୧. The quarters of the globe.
[ ଦ୍ର—ଏହା ସଂଖ୍ୟାରେ ୧; ଯଥା—ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଅଗ୍ନି, ବାୟୁ, ଐଶାନୀ, ନୈରୁତ, ଉର୍ଦ୍ଧ୍ୱ ଓ ଅଧଃ ଏ ଶବ୍ଦମାନଙ୍କର ଜାହାଜିଆ ନାମ ପାଇଁ 'ଜାହାଜ' ତଳେ ଦେଖ]
- ୨. ପୃଥିବୀର ଚାରି ଦିଗ ଓ ଚାରି କୋଣ — ୨. The eight points of the compass.
- ୩. ପୃଥିବୀର ୪ ଦିଗ; ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ — ୩. The four cordinal points of the compass.
- ୪. ଆଡ଼; ତରଫ —୪. Direction.
- ୫. ସୀମା —୫. Boundary.
- ୬. ପକ୍ଷ —୬. Side; party.
- ୭. ଅଞ୍ଚଳ; ଦୋଶାଂଶ —୭. Quarter; locality.
ଦିକ
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ -
ସମ୍ପାଦନାଦିକ୍ (ଦେଖ) - —Dik (See)