ଦିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - .ବିଶେଷ୍ୟ - (ସଂସ୍କୃତ - ଦିକ୍) ସମ୍ପାଦନା

୧. ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳ — ୧. The quarters of the globe.

[ ଦ୍ର—ଏହା ସଂଖ୍ୟାରେ ୧; ଯଥା—ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ, ଅଗ୍ନି, ବାୟୁ, ଐଶାନୀ, ନୈରୁତ, ଉର୍ଦ୍ଧ୍ୱ ଓ ଅଧଃ ଏ ଶବ୍ଦମାନଙ୍କର ଜାହାଜିଆ ନାମ ପାଇଁ 'ଜାହାଜ' ତଳେ ଦେଖ]

୨. ପୃଥିବୀର ଚାରି ଦିଗ ଓ ଚାରି କୋଣ — ୨. The eight points of the compass.
୩. ପୃଥିବୀର ୪ ଦିଗ; ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ — ୩. The four cordinal points of the compass.
୪. ଆଡ଼; ତରଫ —୪. Direction.
୫. ସୀମା —୫. Boundary.
୬. ପକ୍ଷ —୬. Side; party.
୭. ଅଞ୍ଚଳ; ଦୋଶାଂଶ —୭. Quarter; locality.



ଦିକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - ବୈଦେଶିକ - ବିଶେଷ୍ୟ - ସମ୍ପାଦନା

ଦିକ୍ (ଦେଖ) - —Dik (See)