ଦାହ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ଦହ୍ ଧାତୁ=ଦଗ୍ଧ କରିବା+ଭାବ. ଅ)

ସମ୍ପାଦନା
୧. ଜାଳିବା; ଭସ୍ମୀକରଣ; ପୋଡ଼ିବା; ଦହନ — ୧. Burning; conflagration.
୨. ଦେହାଂଶରେ ବା ବ୍ରଣାଦିରେ ଅଗ୍ନି ପ୍ରୟୋଗ — ୨. Cauterization.
୩. ଦେହରେ ପୋଡ଼ାଜଳା ରୋଗ — ୩. A disease causing buring sensation in the body; inflammation.

[ଦ୍ରଷ୍ଟବ୍ୟ —ଏହା ପିତ୍ତ ପ୍ରକୋପରୁ ହୁଏ, ଏଥିରେ ଖୁବ୍ ଶୋଷ କରେ ଓ କଣ୍ଠ ଶୁଖି ଯାଏ—ହିନ୍ଦୀ - ଶବ୍ଦସାଗର ଏଥିରେ ପାଦର ତଳିପା ଓ କରତଳ ବେଶି ପୋଡ଼ାଜଳା କରେ]

୪. ଜ୍ୱର —୪. Fever.
୫. ଜ୍ୱରଜନିତ ଦେହରେ ଉତ୍ତାପବୃଦ୍ଧି —୫. The rise of temperature of the body, due to fever.
୬. ତାପ; ସନ୍ତାପ —୬. Heat.
୭. ଆନ୍ତରିକ ବେଦନା; ଶୋକ; ମନୋଦୁଃଖ — ୭. Sorrow; grief.
୯. ଶବକୁ ପୋଡ଼ିବା; ଶବଦାହା — ୯. Cremation; buring of a dead bady.

ଦେଶଜ - ବିଶେଷଣ -

ସମ୍ପାଦନା

ଦଗ୍ଧ; ପୋଡ଼ା —Burnt; calcined.

ଦାହ ସୁବର୍ଣ୍ଣ ଶରୀର, ପାୟେଁଶ ଘେନିଛି କର ମୁନିଙ୍କ କରେ ସେ ଦେଲେ ଅଦୃଶ୍ୟ ହେଲେ ବିଶ୍ୱନାଥ, ବିଚିତ୍ରରାମାୟଣ