ଦାସ୍ତାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ) ସମ୍ପାଦନା

୧. ବିବରଣ; ବୃତ୍ତାନ୍ତ; ବର୍ଣ୍ଣନା; ହାଲ୍ —୧. Description.

ଗୋପାଳ ମୋହର କାଢ଼ିଦେଇ ପାଇବାର ଦାସ୍ତାନ ସବୁ କହିଲା ଫକୀରମୋହନ. ଗଳ୍ପସ୍ୱଳ୍ପ