ଦାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(file)

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. (ଦଳ+ ସ଼ଞ୍ଚୟାର୍ଥେ. ଅ)—ଡାଳିମହୁ; ଗଛଡାଳରେ ମହୁମାଛିମାନେ ଯେଉଁ ମହୁ ସଞ୍ଚୟ କରନ୍ତି — ୧. A kind of honey (Apte).
୨. (ଦଳ ଧାତୁ+ ଭାବ.ଅ)—ଦଳନ; ଦଳିବା — ୨. Crushing.