ଦାଳ

ଉଚ୍ଚାରଣ

ସମ୍ପାଦନା
(file)

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା
୧. (ଦଳ+ ସ଼ଞ୍ଚୟାର୍ଥେ. ଅ)—ଡାଳିମହୁ; ଗଛଡାଳରେ ମହୁମାଛିମାନେ ଯେଉଁ ମହୁ ସଞ୍ଚୟ କରନ୍ତି — ୧. A kind of honey (Apte).
୨. (ଦଳ ଧାତୁ+ ଭାବ.ଅ)—ଦଳନ; ଦଳିବା — ୨. Crushing.