ଦାରୋଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଦାରଗା; ଦାରୁଗା—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦାରୋଗା) ସମ୍ପାଦନା

୧. ଓଭର୍ସିଅର; ତତ୍ତ୍ୱାବଧାରକ କର୍ମଚାରୀ; କାମ ତନଖିବା କର୍ମଚାରୀ; ସୁପର୍ଭାଇଜର୍ — ୧. A superintendent; a supervsing officer; an overseer.

(ଯଥା— ଟିକସ୍ ଦାରୋଗା; ନିମକି ବା ସଳ୍ ଦାରୋଗା)

୨. ପୁଲିସ୍ ମୁନସୀ ବା ସବ୍ଇନ୍ସେକ୍ଟରମାନଙ୍କ ଉପରିସ୍ଥ କର୍ମଚାରୀ; ପୁଲିସ୍ ଇନ୍ସ୍ପେକ୍ଟର — ୨. Police inspector
୩. ପୁଲିସ୍ ଥାନାର ଭାରପ୍ରାପ୍ତ ଉଚ୍ଚ କର୍ମଚାରୀ — ୩. A police officer in charge of police station.