ଦାରୋଗା
ଦାରୋଗା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଦାରଗା; ଦାରୁଗା—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦାରୋଗା)
ସମ୍ପାଦନା- ୧. ଓଭର୍ସିଅର; ତତ୍ତ୍ୱାବଧାରକ କର୍ମଚାରୀ; କାମ ତନଖିବା କର୍ମଚାରୀ; ସୁପର୍ଭାଇଜର୍ — ୧. A superintendent; a supervsing officer; an overseer.
(ଯଥା— ଟିକସ୍ ଦାରୋଗା; ନିମକି ବା ସଳ୍ ଦାରୋଗା)
- ୨. ପୁଲିସ୍ ମୁନସୀ ବା ସବ୍ଇନ୍ସେକ୍ଟରମାନଙ୍କ ଉପରିସ୍ଥ କର୍ମଚାରୀ; ପୁଲିସ୍ ଇନ୍ସ୍ପେକ୍ଟର — ୨. Police inspector
- ୩. ପୁଲିସ୍ ଥାନାର ଭାରପ୍ରାପ୍ତ ଉଚ୍ଚ କର୍ମଚାରୀ — ୩. A police officer in charge of police station.