ଦାରୁ
ଦାରୁ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଦୃ ଧାତୁ ବିଦୀର୍ଣ୍ଣ ହେବା+କର୍ମ. ଉ; ଯାହା ଚିରାଯାଏ; ତୁଳ. ଫାରାସୀ - ଦାର=କାଷ୍ଠ)
ସମ୍ପାଦନା- ୧. କାଷ୍ଠ; କାଠ —୧. Wood.
ସଂସାର ନିସ୍ତାରଣ ସାଧ୍ୟେ ଅନଳ ଯେହ୍ନେ ଦାରୁ ମଧ୍ୟେ ଜଗନ୍ନାଥ. ଭାଗବତ
- ୨. କାଷ୍ଠ ଖଣ୍ଡ —୨. Log of Wood.
- ୩. ଜାଳ; ଇନ୍ଧନ —୩. Fuel.
- ୪. ଦେବଦାରୁ ବୃକ୍ଷ —୪. The cadar tree; a species of pine; Pinus Deodoras.
- ୫. ପିତ୍ତଳ —୫. Brass.
- ୬. ଶିଳ୍ପକର; ଶିଳ୍ପୀ —୬. An artish; artisan.
- ୭. ବଢ଼େଇ —୭. Carpenter.
- ୮. ଦାତା ବ୍ୟକ୍ତି —୮. Liberal person.
ବିଶେଷଣ -
ସମ୍ପାଦନା- ୧. (ଦୋ ଧାତୁ=ଛେଦନ କରିବା+କର୍ତ୍ତୃ. ରୁ)— ବିଦାରକ —୧. Piercing; rending.
- ୨. ଛେଦକ —୨. Cutting; splitting.
- ୩. (ଦା ଧାତୁ =କର୍ତ୍ତୃ. ରୁ)—ଦାନଶୀଳ — ୩. Liberal; generous.
- ୫. ଖଣ୍ଡନଶୀଳ; ମସକା —୫. Fragile; breakable.
ଦେଶଜ - ବି—(ଫାରାସୀ - ବାରୁଦ)
ସମ୍ପାଦନା- ୧. ବାରୁଦ —୧. Gun powder.
କାଣ୍ଡ ଗୁଳା ଯାରୁ ଗୁଳି, ଚାଉଳ କିରି କଦଳୀ ତମାଖୁ ଲୁଣ ଆଦି ଆଗ ସେ କିରିହପାଳଠାରୁ ଦେଲେ ଚାଳି ବ୍ରଜନାଥ, ସମରତରଙ୍ଗ
- ୨. (ସଂସ୍କୃତ - ଦାରୁ; ଶୁଭବାଚନ)— ଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣରେ ବ୍ୟବହୃତ ନିମ୍ୱ କାଠ — ୨. (euphemism) The wood of the Neem tree used in making the wooden idol of the Deity Jagannātha.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫା)
ସମ୍ପାଦନା- ୧. ମଦ —୧. Wine; spirits; spirituous liquor.
ଆମିର ଦାରୁ ପିଅ ପଇସା ମିଳି ଯାଉ ଫକୀରମୋହନ. ଗଳ୍ପସ୍ୱଳ୍ପ
- ୨. ଔଷଧ; ଦବାଇ —୨. Medicine.
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
ସମ୍ପାଦନାନିମ୍ୱ ଗଛ — The Neem tree.