ଦାମ୍ ଦୁପଟ୍
ଦାମ୍ ଦୁପଟ୍
ଉଚ୍ଚାରଣ
ସମ୍ପାଦନା(ଦାମ୍ଦୋପଟ୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (କଚିରିଆ)
ସମ୍ପାଦନା- ୧. ଖାତକ ଯେତେ ଟଙ୍କା ମୂଳ କରଜ ନେଇଥାଏ, ସେତିକି ପରିମାଣ ସୁଧ ପରିଶୋଧ କରିବାର ପ୍ରଥା — ୧. The custom of a debtor paying interest equal to the amount of the capital originally advanced by the creditor.
[ଦ୍ରଷ୍ଟବ୍ୟ —ଖାତକ ଉପରେ ମହାଜନର ଟଙ୍କା ବହୁଦିନ ବାକି ରହିଲେ ଓ ଖାତକ ଗରଜାୟ ହେଲେ ଅଦାଲତ ଦୟା ପୂର୍ବକ ମୂଳ ଯେତିକି ସୁଧ ସେତିକି ମହାଜନକୁ ଡ଼ିଗ୍ରି ଦିଅନ୍ତି]
- ୨. କୌଣସି ବସ୍ତୁର ପ୍ରକୃତ ମୂଲ୍ୟର ଦ୍ୱିଗୁଣ ଦାମ — ୨. Double the actual price of an article.