ଦାମୋଦର ବିଦ୍ୟାବାଗୀଶ

ଦାମୋଦର ବିଦ୍ୟାବାଗୀଶ

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷ୍ୟ - ନାମ

ସମ୍ପାଦନା

କଟକ ଜିଲ୍ଲାର ଯାଜପୁରର ସ୍ୱର୍ଗୀୟ ପ୍ରସିଦ୍ଧ ପଣ୍ଡିତ — Name of a celebrated Pandit of Jajpur.

[ଦ୍ରଷ୍ଟବ୍ୟ —ଏ ସ୍ୱନାମଧନ୍ୟ ପଣ୍ଡିତ ଶ୍ରୀ ନୀଲମଣି ମିଶ୍ରଙ୍କର ଓ ସ୍ୱର୍ଗୀୟ ନାଟ୍ୟକାର କାମପାଳ ମିଶ୍ରଙ୍କ ପିତା ଥିଲେ

(ଜନ୍ମ—୧୮୩୩: ; ମୃତ୍ୟୁ—୧୯୧୩: ) ଏ ଯାଜିପୁର ଟାଉନ ଅନ୍ତର୍ଗତ ସ୍ୱପ୍ନପୁର ଶାସନର ଏକ କୁଳୀନ ଉତ୍କଳ ବ୍ରାହ୍ମଣ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଏ ଜଣେ ଖ୍ୟାତନାମା ପଣ୍ଡିତ ଥିଲେ ସଂସ୍କୃତ ବ୍ୟାକରଣ, କାବ୍ୟ, ନାଟକ, ଅଳଙ୍କାର, ସ୍କୃତି, ପୁରାଣ, ଇତିହାସ, ବେଦାନ୍ତ, ଉପନିଷେଦ, ଗୀତା ଓ ଭାଗବତ ପ୍ରଭୃତିରେ ଏହାଙ୍କର ବିଶେଷ ଅବଗାହ ଥିଲା ଏ ମହାଶୟ ଅସାଧାରଣ ମେଧାବୀ ଥିଲେ ସମୁଦାୟ ସଂକ୍ଷିପ୍ତସାର ବ୍ୟାକରଣ, ଅମରକୋଷ ଓ ନୈଷଧାଦି କାବ୍ୟ ଏହାଙ୍କର କଣ୍ଠସ୍ଥ ଥିଲା ସୁଲଳିତ ସଂସ୍କୃତ କବିତା ରଚନାର ଏହାଙ୍କର ବିଶେଷ ପଟୁତା ଥିଲା ଏହା ଛଡ଼ା କର୍ମକାଣ୍ଡରେ ମଧ୍ୟ ଏ ବଡ଼ ଧୁରନ୍ଧର ଥିଲେ

ଏହାଙ୍କ ତୁଲ୍ୟ ତିଷ୍ଠାବାନ୍, ଧର୍ମପରାୟଣ, ଆଚାରପୂତ, ଆଦର୍ଶ— ଚରିତ୍ର ବ୍ୟକ୍ତି ଦୁର୍ଲ୍ଲଭ]