ଦାବି ରଖିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଚାପି ଧରିବା, ଲୁଚାଇବା — ୧. To press down; to conceal.
୨. କୌଣସି ବ୍ୟକ୍ତିକୁ ଶାସନଧୀନ ରଖିବା — ୨. To keep (a person) under check or control.
୩. (କଚିରିଆ) କୌଣସି ବ୍ୟକ୍ତି ଉପରେ କୌଣସି ବିଷୟରେ ଆପଣାର ଦାବୀ ଥିବାର ପ୍ରକାଶ କରିବା — ୩. (court term) To maintain one's claim against a person.