ଦାବି ରଖିବା
ଦାବି ରଖିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦାବି ରଖିବା
|
ଦେଶଜ - କ୍ରିୟାପଦ -
ସମ୍ପାଦନା- ୧. ଚାପି ଧରିବା, ଲୁଚାଇବା — ୧. To press down; to conceal.
- ୨. କୌଣସି ବ୍ୟକ୍ତିକୁ ଶାସନଧୀନ ରଖିବା — ୨. To keep (a person) under check or control.
- ୩. (କଚିରିଆ) କୌଣସି ବ୍ୟକ୍ତି ଉପରେ କୌଣସି ବିଷୟରେ ଆପଣାର ଦାବୀ ଥିବାର ପ୍ରକାଶ କରିବା — ୩. (court term) To maintain one's claim against a person.