ଦାବି ପରିତ୍ୟାଗ କରିବା
ଦାବି ପରିତ୍ୟାଗ କରିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦାବି ପରିତ୍ୟାଗ କରିବା
|
ଦେଶଜ - କ୍ରି. (କଚିରିଆ)
ସମ୍ପାଦନାକୌଣସି ସମ୍ପତ୍ତିରେ ବା ମକଦମାରେ କରା ଯାଇଥିବା ସ୍ୱତ୍ୱାଧିକାରର ପ୍ରାର୍ଥନାକୁ ଛାଡ଼ି ଦେବା —To relinquish one's claim; to forego one;s right claimed in a suit.