ଦାବି
ଦାବି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାବୀ; ଆରବୀ - ଦାଆବୀ; ଫାରାସୀ - ଦାବା)
ସମ୍ପାଦନା- ୧. ଅପଣା ସ୍ୱତ୍ୱ ବା ଅଧିକାର ପ୍ରାପ୍ତି ନିମନ୍ତେ ପ୍ରାର୍ଥନା — ୧. Adducing claim; demand.
- ୨. ସ୍ୱତ୍ୱ ବା ଅଧିକାରର ପ୍ରତିଷ୍ଠା —୨. Claim.
- ୩. ମକଦ୍ଦମାରେ ଦାବୀ କରିବା ବିଷୟ — ୩. Subject-matter of claim in a suit.
- ୪. ମକଦ୍ଦମା ସଂକ୍ରାନ୍ତବିଷୟର ପରିମାଣ; ତାଦାଦ୍ — ୪. The value of one's claim.
ଦେଶଜ - ବିଶେଷଣ - (କଚିରିଆ ଭାଷା)
ସମ୍ପାଦନାଦାବୀ କରାଯିବା —Claimed.
[ଦ୍ରଷ୍ଟବ୍ୟ —ଏହା ବିଶେଷଣରୂପେ କଚିରିଆ ଭାଷାରେ ବ୍ୟବହୃତ ହୁଏ ଯଥା ଦାବି ବୃତ୍ତି, ଦାବି ମକଦ୍ଦମା, ଦାବୀ ଟଙ୍କା ଇତ୍ୟାଦି ]