ଦାବି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାବୀ; ଆରବୀ - ଦାଆବୀ; ଫାରାସୀ - ଦାବା) ସମ୍ପାଦନା

୧. ଅପଣା ସ୍ୱତ୍ୱ ବା ଅଧିକାର ପ୍ରାପ୍ତି ନିମନ୍ତେ ପ୍ରାର୍ଥନା — ୧. Adducing claim; demand.
୨. ସ୍ୱତ୍ୱ ବା ଅଧିକାରର ପ୍ରତିଷ୍ଠା —୨. Claim.
୩. ମକଦ୍ଦମାରେ ଦାବୀ କରିବା ବିଷୟ — ୩. Subject-matter of claim in a suit.
୪. ମକଦ୍ଦମା ସଂକ୍ରାନ୍ତବିଷୟର ପରିମାଣ; ତାଦାଦ୍ — ୪. The value of one's claim.

ଦେଶଜ - ବିଶେଷଣ - (କଚିରିଆ ଭାଷା) ସମ୍ପାଦନା

ଦାବୀ କରାଯିବା —Claimed.

[ଦ୍ରଷ୍ଟବ୍ୟ —ଏହା ବିଶେଷଣରୂପେ କଚିରିଆ ଭାଷାରେ ବ୍ୟବହୃତ ହୁଏ ଯଥା ଦାବି ବୃତ୍ତି, ଦାବି ମକଦ୍ଦମା, ଦାବୀ ଟଙ୍କା ଇତ୍ୟାଦି ]