ଦାବା
ଦାବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)
ସମ୍ପାଦନା- ୧. ମକଦ୍ଦମା; ନାଲିଶ — ୧. Suit; claim-case.
- ୨. ନାଲିଶ କରିବା —୨. Suing.
- ୩. ଅପରାଧର ଅଭିଯୋଗ — ୩. Charge of an offence.
ଦାବୀ ଦାବା ନ ଥିବା ଏକ ରିପୋର୍ଟ କେନ୍ଦ୍ରାପଡ଼ା ଥାନା ଦାରୋଗା ନିକଟକୁ ପଠାଇ ମାମଲା ଖତମ କଲେ— ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୪. ଦାବୀ କରିବା —୪. Claiming.
- ୫. ସତରଞ୍ଜି ଖେଳ— ନ୍ୟାୟବଳ ଖେଳ — ୫. The game of chess.
- ୬. ସତରଞ୍ଜି ଖେଳର ମନ୍ତ୍ରୀ — ୬. The queen in the game of chess.