ଦାନ୍ତା
ଦାନ୍ତା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - .ବିଶେଷଣ - (ସଂସ୍କୃତ - ଦନ୍ତାଳ)
ସମ୍ପାଦନା- ୧. ବଡ଼ ଦାନ୍ତ ଯୁକ୍ତ (ହାତୀ) — ୧. (elephants) Having big and long tusks.
- ୨. (ଲକ୍ଷଣାର୍ଥ) ଅନେକଙ୍କ ମଧ୍ୟରେ ଉତ୍କୃଷ୍ଟ — ୨. (figurative) Excellent.
- ୩. ଦଳପତି ହେବାର ଉପଯୁକ୍ତ — ୩. Fit to be a leader.
- ୪. ବଳବତ୍ତମ —୪. Strongest.
- ୫. ଅତ୍ୟାଚାରୀ —୫. Oppressive.
- ୬. ପରାକ୍ତମଶାଳୀ; ବଳୁଆ; ବଳିଷ୍ଠ; କ୍ଷମତାଶାଳୀ — ୬. Strong; powerful; influential.
(ଯଥା—ଦାନ୍ତ ଜନିଦାର; ବଳୁଆ; ଦନ୍ତାଲୋକ; ଦନ୍ତାହାକିମ)
- ୭. ମୁହଁ ତୋଡ; ମୂଖର — ୭. Having this gifts of the gab.
ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଦନ୍ତାବଳ)ବଡ଼ ଦାନ୍ତ ଥିବା ହାତୀ — ୧. Anele phantvi hang big tusks.
- ୨. ଅଣ୍ଡିରା ହାତୀ — ୨. A tusker; a male elephant.
- ୩. ହସ୍ତୀଯୃଥର ଦଳପତି —୩. The leading tusker in a herd of elephants.
[ ଦ୍ର—ହାତୀଙ୍କ ଯୁଥ ମଧ୍ୟରେ ସମସ୍ତଙ୍କଠାରୁ ବଡ଼ ଦାନ୍ତ ବିଶିଷ୍ଟ ଓ ବୃହଦବୟବ ଓ ବଳୁଆ ଅଣ୍ଡିରା ହାତୀ ଦଳପତୀ ବା ଦଳର ନେତା ହୁଏ]
- ୪. ଦଳପତି; ଯୁଥପତି; ଦଳର ନେତା — ୪. The leader of a herd.
ପ୍ରାଦେଶିକ - (ପୁରୀ ଓ ଯାଜପୁର ବିଶେଷ୍ୟ -
ସମ୍ପାଦନାମର୍କଟଦଳପତି; ଗେଧ ମାଙ୍କଡ — The leader of a herd of monkeys.
ଦାନ୍ତା
ଉଚ୍ଚାରଣ
ସମ୍ପାଦନା(ଦନ୍ତା; ଦାନ୍ତିଆ—ଅନ୍ୟରୂପ)
(ଦାନ୍ତୀ; ଦାନ୍ତେଈ—ସ୍ତ୍ରୀ)
ଅନୁବାଦ
ସମ୍ପାଦନାଦାନ୍ତା
|
ଦେଶଜ - ବିଶେଷଣ - ପୁଲିଙ୍ଗ - (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ)
ସମ୍ପାଦନାଦନ୍ତବିଶିଷ୍ଟ — Having teeth.
(ଯଥା—ବାହାଡ଼ା ଦାନ୍ତା; ଡାଳିମ୍ୱ— ଦାନ୍ତୀ; ବିଷଦନ୍ତା)