ଦାନାଗଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ବର୍ତ୍ତୁଳାକାର ଛୋଟବଡ଼ ସୁନାର ରୁଆକୁ ସମ୍ପୂର୍ଣ୍ଣ ଗୋଲାକାର କରିବା ଲାଗି ବ୍ୟବହୃତ ଦୁଇଫାଳିଆ ଯନ୍ତ୍ର ବିଶେଷ — A kind of goldsmith's mould for making round balls.