ଦାଖଲ ହେବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - କ୍ରିୟାପଦ - (କଚିରିଆ)

ସମ୍ପାଦନା
୧. ଦରଜ୍ ହେବା; ଲେଖା ହେବା —୧. To be recorded
୨. ଉପସ୍ଥିତ ହେବା —୨. To arrive at; to attend.

(ଯଥା—ମତେ ଗାଁରେ ଖୋଜା ଲାଗିଥାଏ, ବୁଝିଲାବେଳକୁ ମୁଁ ଆସି କଟକରେ ଦାଖଲ ହେଲେଣି)

୩. (ଧନ ବା ବସ୍ତୁ) ଦିଆଯିବା; ପଏଠ ହେବା — ୩. To be paid or delivered.