ଦାଖଲ ଖାରଜ ମହକୁମା
ଦାଖଲ ଖାରଜ ମହକୁମା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦାଖଲ ଖାରଜ ମହକୁମା
|
=== ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦାଖିଲ୍+ ଖରିଜ୍+ମକଦ୍ଦମା)
ଯେଉଁ ସରକାରୀ କାର୍ଯ୍ୟ ବିଭାଗରେ ମୃତ ବ୍ୟକ୍ତି ବା ବିକ୍ରେତାର ନାମ ପରିବର୍ତ୍ତେ ଭୂସମ୍ପତ୍ତି ପକ୍ଷେ ଯଥାକ୍ରମେ ଔରସ ଓ ଖରିଦଦାରର ନାମ ବିଚାର ପରେ ଲେଖାଯାଏ —Land registration department or court.