ଦାଖଲ୍ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (କଚିରିଆ) ସମ୍ପାଦନା

୧. ପଏଠ ଦେବା; ପଟାଇବା — ୧. To pay; to deliver.
୨. ଉପସ୍ଥାପିତ କରିବା — ୨. To produce; to present; to submit; to file.
୩. କାଗଜପତ୍ରରେ ନାମ ଆଦି ପୂରଣ କରିବା; ନାମ ଯୋଗାଇବା; ଚଢ଼ାଇବା —୩. To enter lon paper; to record; to add the name.