ଦାଖଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଦାଖିଲ୍; ଦାଖ୍ଳ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦଖଲ୍=ଅଧିକାର, ଶବ୍ଦଜ; ଦାଖିଲ=ଅଧିକୃତ ପ୍ରତିଷ୍ଟ) ସମ୍ପାଦନା

୧. ହାଜିରି; ଉପସ୍ଥିତ —୧. Presence.
୨. ପହଞ୍ଚିଇବା; ଉପସ୍ଥିତ କରିବା — ୨. Deliveryy; placing; producing before a person.
୩. ଅର୍ଥ ପ୍ରେରଣ —୩. Remittance of money.
୪. ପଏଠ; ଟଙ୍କା ଦେବ — ୪. Payment of money.
୫. ଡିପାଜିଟ୍; ନ୍ୟାସ —୫. Deposit.

ବିଶେଷଣ - ସମ୍ପାଦନା

୧. ହାଜର; ଉପସ୍ଥିତ — ୨. Present; delivered.
୩. (କାଗଜରପତ୍ରରେ ନାମ ଆଦି) ସନ୍ନିବିଷ୍ଟ; ଦରଜ୍ ଦିଆ ଯାଇଥିବା —୩. Entered (in paper); recorded.
୪. ଦିଆ ଯାଇଥିବା (ଧନ ବା ବସ୍ତୁ) — ୪. Paid; delivered.
୫. ପ୍ରେରିତ —୫. Remitted.
୬. ଜିପାଜିଟ୍ କରାଯିବା —୬. Deposited.

[ଦ୍ରଷ୍ଟବ୍ୟ —କଚେରିଆ ଓ ଜମିଦାରିଆ ଲେଖାରେ ଏଥିରେ ସାଙ୍କେତିକ 'ଦା' ଯଥା— ଦା ଖଜଣା ରାମସାହୁ ଦିଆକେ ପୁତ୍ର ଶ୍ୟାମ ସାହୁ ଅର୍ଥାତ ରାମସାକହୁ ନିମନ୍ତେ ତା ପୁଅ ଶ୍ୟାମ ଖଜଣା ଦାଖଲ କଲା]