ଦାଖଲ୍
ଦାଖଲ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଦାଖିଲ୍; ଦାଖ୍ଳ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦଖଲ୍=ଅଧିକାର, ଶବ୍ଦଜ; ଦାଖିଲ=ଅଧିକୃତ ପ୍ରତିଷ୍ଟ)
ସମ୍ପାଦନା- ୧. ହାଜିରି; ଉପସ୍ଥିତ —୧. Presence.
- ୨. ପହଞ୍ଚିଇବା; ଉପସ୍ଥିତ କରିବା — ୨. Deliveryy; placing; producing before a person.
- ୩. ଅର୍ଥ ପ୍ରେରଣ —୩. Remittance of money.
- ୪. ପଏଠ; ଟଙ୍କା ଦେବ — ୪. Payment of money.
- ୫. ଡିପାଜିଟ୍; ନ୍ୟାସ —୫. Deposit.
ବିଶେଷଣ -
ସମ୍ପାଦନା- ୧. ହାଜର; ଉପସ୍ଥିତ — ୨. Present; delivered.
- ୩. (କାଗଜରପତ୍ରରେ ନାମ ଆଦି) ସନ୍ନିବିଷ୍ଟ; ଦରଜ୍ ଦିଆ ଯାଇଥିବା —୩. Entered (in paper); recorded.
- ୪. ଦିଆ ଯାଇଥିବା (ଧନ ବା ବସ୍ତୁ) — ୪. Paid; delivered.
- ୫. ପ୍ରେରିତ —୫. Remitted.
- ୬. ଜିପାଜିଟ୍ କରାଯିବା —୬. Deposited.
[ଦ୍ରଷ୍ଟବ୍ୟ —କଚେରିଆ ଓ ଜମିଦାରିଆ ଲେଖାରେ ଏଥିରେ ସାଙ୍କେତିକ 'ଦା' ଯଥା— ଦା ଖଜଣା ରାମସାହୁ ଦିଆକେ ପୁତ୍ର ଶ୍ୟାମ ସାହୁ ଅର୍ଥାତ ରାମସାକହୁ ନିମନ୍ତେ ତା ପୁଅ ଶ୍ୟାମ ଖଜଣା ଦାଖଲ କଲା]