ଦାଖଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଦାଖିଲ—ଅନ୍ୟରୂପ)

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା) ସମ୍ପାଦନା

୧. ଟଙ୍କା ଦେବାର ପାଉତି — ୧. Receipt for money paid.
୨. ଖଜଣା ଦାଖଲ କରିଥିବାର ନିଦର୍ଶନ ପତ୍ର —୨. Rent receipt.

[ଦ୍ରଷ୍ଟବ୍ୟ —ଏହାକୁ ଚେକ୍ଦାଖିଲା, ଛପାଦାଖିଲା କହନ୍ତି ଏହା ନିର୍ଦ୍ଦିଷ୍ଟ ଫାରମରେ ଛପା ହୋଇଥାଏ ପ୍ରତ୍ୟକର ଦୋହରା ଥାଏ ଯହିଁରୁ ଖଣ୍ଡେ ପାଉତି ଦିଆଯାଏ ଓ ଖଣ୍ଡେ ମୁଣ୍ଡା ରହେ]