ଦାଖଲା
ଦାଖଲା
ଉଚ୍ଚାରଣ
ସମ୍ପାଦନା(ଦାଖିଲ—ଅନ୍ୟରୂପ)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)
ସମ୍ପାଦନା- ୧. ଟଙ୍କା ଦେବାର ପାଉତି — ୧. Receipt for money paid.
- ୨. ଖଜଣା ଦାଖଲ କରିଥିବାର ନିଦର୍ଶନ ପତ୍ର —୨. Rent receipt.
[ଦ୍ରଷ୍ଟବ୍ୟ —ଏହାକୁ ଚେକ୍ଦାଖିଲା, ଛପାଦାଖିଲା କହନ୍ତି ଏହା ନିର୍ଦ୍ଦିଷ୍ଟ ଫାରମରେ ଛପା ହୋଇଥାଏ ପ୍ରତ୍ୟକର ଦୋହରା ଥାଏ ଯହିଁରୁ ଖଣ୍ଡେ ପାଉତି ଦିଆଯାଏ ଓ ଖଣ୍ଡେ ମୁଣ୍ଡା ରହେ]