ଦାଉକଳ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ଜାହାଜିଆ ଶବ୍ଦ)

ସମ୍ପାଦନା

ଯେଉଁ କଳ ସାହାଯ୍ୟରେ ଲଙ୍ଗର ପାଣିରୁ ଉପରକୁ ଟେକାଯାଏ —(nautical) The machine or crane with the help of which the anchor of a ship is raised up from water; capstan.


ଦାଉକଳର ଛଅଟା ପଖା ଧରି ଛିଡ଼ା ହୋଇ ଅଛନ୍ତି ଫକୀରମୋହନ. ଗଳ୍ପସ୍ୱଳ୍ପ