ଦହିଦହିକା
ଦହିଦହିକା
ଉଚ୍ଚାରଣ
ସମ୍ପାଦନାଦହଦହିଆ, ଦହିଦହିଆ, ଦହଦହିକାଅନ୍ୟରୂପ
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ନାମ ଦଧାଳୀ, ଦଧ୍ୟାଳୀ, ଦଧ୍ୟାଳିକା, ସୁଦର୍ଶନା, ବୃକ୍ଷକର୍ଣ୍ଣୀ, ଚକ୍ରାହ୍ୱା, ସୋମବଲ୍ଲୀ, ମଧୁ— ପର୍ଣ୍ଣିକା, ଗୁଳୁଚି)
ସମ୍ପାଦନାଏକପ୍ରକାର ବନ୍ୟ ଶାକ ଲତା (ଏହାର ପତ୍ରକୁ ଚକଟିଲେ ଏକପ୍ରକାର ନାଳନାଳୁଆ ରସ ବାହାରେ ତାହା ଓ ଏ ନାଳକୁ କୌଣସି ପାତ୍ରରେ ରଖିଦେଲେ ତାହା ଥଲଥଲ ହୋଇ ବସିଯାଏ) —A kind of herb growing wild, whose leaves when crushed produce juice which turns into jelly when sat down for a time; Tinospora Tomentosa.