ଦହିକଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦହିକଡ଼ମା, ଦହିକଢ଼ିଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦହିରେ ଲୁଣ ମସଲା ଆଦି ଦେଇ ସିଦ୍ଧ କରି ପ୍ରସ୍ତୁତ କରିବା ଏକପ୍ରକାର ବ୍ୟଞ୍ଜନ — A curry made of curd or whey being boiled after proper seasoning.

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ମାର୍ଗସିର ମାସ ଗୁରୁବାର ଦିନ ଲକ୍ଷ୍ମୀଙ୍କୁ ପୂଜା କରାଯିବା ଦହି ସଙ୍ଗେ ସିଦ୍ଧ ଅରୁଆ ଭାତ — The food preparation, made of sunrice bolied with curd or whey for offering to Goddess Lakshmī on the Thursday in the month of Mārgaṡira.