ଦହଲା
ଦହଲା
ଉଚ୍ଚାରଣ
ସମ୍ପାଦନାଦହରା;ଦହଲିଆ;ଅନ୍ୟରୂପ
ଅନୁବାଦ
ସମ୍ପାଦନାଦହଲା
|
(ଦହଲୀ—ସ୍ତ୍ରୀ)
ଦେଶଜ - ବିଶେଷଣ -
ସମ୍ପାଦନା- ୧. କାଦୁଅ; ପଙ୍କିଳ —୧. Muddy; slimy.
- ୨. ପଙ୍କ ଓ ଜଳମୟ;ଯହିଁରେ ଲୋକ ପଶିଗଲେ ସହଜେ ଉଠି ପାରେ ନାହିଁ — ୨. Moory; boggy; moisty.
ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥୂଳକାୟ)
ସମ୍ପାଦନାମୋଟା; ସ୍ଥୂଳକାୟ — Far (male).
ଦେଶଜ - ବିଶେଷ୍ୟ -
ସମ୍ପାଦନାଦହିଲା (ଦେଖ) - —Dahilā (See)