ଦହଲା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦହରା;ଦହଲିଆ;ଅନ୍ୟରୂପ

  • (file)
  • (file)

ଅନୁବାଦ ସମ୍ପାଦନା

(ଦହଲୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ସମ୍ପାଦନା

୧. କାଦୁଅ; ପଙ୍କିଳ —୧. Muddy; slimy.
୨. ପଙ୍କ ଓ ଜଳମୟ;ଯହିଁରେ ଲୋକ ପଶିଗଲେ ସହଜେ ଉଠି ପାରେ ନାହିଁ — ୨. Moory; boggy; moisty.

ଦେଶଜ - ବିଶେଷଣ - ପୁଲିଙ୍ଗ - (ସଂସ୍କୃତ - ସ୍ଥୂଳକାୟ) ସମ୍ପାଦନା

ମୋଟା; ସ୍ଥୂଳକାୟ — Far (male).

ଦେଶଜ - ବିଶେଷ୍ୟ - ସମ୍ପାଦନା

ଦହିଲା (ଦେଖ) - —Dahilā (See)