ଦହଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଦଗ୍ଧ; ତୁଳ. ପାଲି—ଡହଡ଼) ସମ୍ପାଦନା

୧. ଡହଡ଼; ଡହଡ଼ହ; ତାତିଲା; ଗରମ — ୧. Hot; burning.
୨. ଯହିଁରୁ ବାମ୍ଫ ବାହାରୁଥାଏ — ୨. Steaming.

ବ୍ରାହ୍ମଣ ରଜା ଖଣ୍ଟ ପରନା, ଦହଡ଼ ଅମ୍ୱିଳ ଶୀତଳ ଭଜା; କହେ ଦନାଇ ଏ କାହିଁକି ମନା? ଢ଼ଗ

୩. ଦାହଯୁକ୍ତ —୩. Burning; feverish.