ଦହଡ଼
ଦହଡ଼
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦହଡ଼
|
ଦେଶଜ - ବିଶେଷଣ - (ସଂସ୍କୃତ - ଦଗ୍ଧ; ତୁଳ. ପାଲି—ଡହଡ଼)
ସମ୍ପାଦନା- ୧. ଡହଡ଼; ଡହଡ଼ହ; ତାତିଲା; ଗରମ — ୧. Hot; burning.
- ୨. ଯହିଁରୁ ବାମ୍ଫ ବାହାରୁଥାଏ — ୨. Steaming.
ବ୍ରାହ୍ମଣ ରଜା ଖଣ୍ଟ ପରନା, ଦହଡ଼ ଅମ୍ୱିଳ ଶୀତଳ ଭଜା; କହେ ଦନାଇ ଏ କାହିଁକି ମନା? ଢ଼ଗ
- ୩. ଦାହଯୁକ୍ତ —୩. Burning; feverish.