ଦହ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂ ଦର=ଗର୍ତ୍ତ; କିମ୍ୱାସଂସ୍କୃତ - 'ହ୍ରଦର' ଓଲଟା; ସଂସ୍କୃତ - ହ୍ରଦରୁ ହଦ ଓ ହଦ ବର୍ଣ୍ଣବିର୍ଯ୍ୟୟରେ ଦହ ହୋଇଥିବାର ଅନୁମତି ହୁଏ)

ସମ୍ପାଦନା
୧. ବିସ୍ତୀର୍ଣ୍ଣ ଜଳାଶୟ; ହ୍ରଦ — ୧. A wide expanse of water; lake.

ଘଟିଆ ଦହରୁ ପକ୍ଷୀ ଦଳେ ଦଳେ ଉଡ଼ି ଆସୁଅଛନ୍ତି ସତେ କୋଳାହଳେ ରାଧାନାଥ, ନନ୍ଦୀକେଶ୍ୱରୀ

୨. ଅଳ୍ପ ପାଣି ଓ ବହୁତ ପଙ୍କ ଏବଂ ଜଳରେ ପୀର୍ଣ୍ଣ ଜଳାଶୟ; ପଙ୍କିଳ ଜଳାଶୟ —୨. A marse; a bog; a swamp; a fen.
୩. ଦହା (ଦେଖ) - —୩. Dahā (See).
୪. ଦହିଲା (ଦେଖ) - —୪. Dahilā (See)

ବିଶେଷଣ - (ସଂସ୍କୃତ - ଦଗ୍ଧ)

ସମ୍ପାଦନା
୧. ପୋଡ଼ା ହେଇଥିବା; ଦଗ୍ଧ — ୧. Burnt.
୨. ଦହନକାରୀ —୨. Burnning; scorching.

ଉପମନ ଦହ ନୟନର ମମ ନୟନ କହ ଉପେନ୍ଦ୍ର ଭଞ୍ଜ. ପିରେମସୁଧାନିଧି

ପ୍ରାଦେଶିକ - (ଆଠମଲିକ) ବିଶେଷ୍ୟ -

ସମ୍ପାଦନା
୧. ଗଣ୍ଡ ପାଣି — ୧. Deep water.
୨. ନଦ୍ୟାଦିର ଗଭୀର ଜଳପୂର୍ଣ୍ଣ ଅଂଶ; ଗଣ୍ଡ — ୨. The part of a river of lake where water is very deep.

ବିଶେଷଣ -

ସମ୍ପାଦନା

ଦହଲା ହେଇଯାଇଥିବା (ସ୍ଥାନ) —Muddy place; (a ploace) which has become miry.

[ଦ୍ରଷ୍ଟବ୍ୟ —ବଙ୍ଗଳା ଓ ହିନ୍ଦୀରେ 'ଦହ'ର ଅର୍ଥ ନଦୀ ଆଦିର ଗଭୀରତମ ଅଂଶ ଓଡ଼ିଆରେ ଏହି ଅର୍ଥରେ 'ହଦ' ଶବ୍ଦ ଓ ଗଣ୍ଡ ବ୍ୟବହୃତ ହୁଏ]