ଦସ୍ (ଧାତୁ)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ସମ୍ପାଦନା

୧. ଉତ୍କ୍ଷେପଣ କରିବା —୧. To lift up; to throw up.
୨. କ୍ଷୟ କରିବା —୨. To waste.

ଦେଶଜ - ଅ. ସମ୍ପାଦନା

୧. (ଧ୍ୱନ୍ୟର୍ଥକ ଅବ୍ୟୟ, ଅନ୍ୟ ଶବ୍ଦ ସଙ୍ଗେ ପ୍ରଯୁକ୍ତ ହୋଇ ବ୍ୟବହୃତ ହୁଏ—ହଠାତ୍; ଦୁପ୍; କାଚୁ — ୧. Suddenly with a soudn.

(ଯଥା—ଏ ଖବର ଶୁଣି ସେ ଦସ୍ ତିନି ବସି ପଡ଼ିଲା)

୨. ପ୍ରକାରେ; ରୂପେ; କରି —An adverbial suffix meaning in the manner of.

(ଯଥା—ସେ ଦୁମ୍ଦୁମ୍ ମୋତେ ବିଧାଏ ମାଇଲା; ସେ ଝଟଦସ ସେଠାରୁ ଉଠି ପଳାଇଗଲା)