ଦସ୍ତ ବୁକଚା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦସ୍ତବୁ(ବୋ)ଚକା, ଦସ୍ତବୁଜୁଳା(ଳି)ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫା+ଦସ୍ତ+ତୁର୍କୀ—ବୁକ୍ଚା) ସମ୍ପାଦନା

ଯେଉଁ ପୁଡ଼ାରେ ମନୁଷ୍ୟର ନିତ୍ୟ— ବ୍ୟବହାର୍ଯ୍ୟ ଲୁଗାପଟା ବନ୍ଧା ହୋଇ ରଖାଯାଏ — A bundle containing the dress and clothes for one's every day use.