ଦସ୍ତୁର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ବେଦସ୍ତୁର୍—ବିପରୀତ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା) ସମ୍ପାଦନା

୧. ନିୟମ; ବିଧି —୧. Rule; regulation.
୨. ସାଧାରଣଙ୍କ ଆଚରିତ ବ୍ୟବହାର — ୨. Common practice.
୩. ଲୌକିକାଚାର; ପ୍ରଥା; ରୀତି; ଚାଲ — ୩. Custom; Usage; practice.
୪. କାଇଦା —୪. Discipline.
୫. ଆଦବ୍ କାଇଦା; ଭଦ୍ର ସମାଜର ବ୍ୟବହାର — ୫. Etiquette fashion.