ଦସ୍ତୁରି
ଦସ୍ତୁରି
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା) ସମ୍ପାଦନା
- ୧. କ୍ରୟ ବିକ୍ରୟ କାଳରେ ମଧ୍ୟସ୍ଥ ବ୍ୟକ୍ତି କ୍ରେତା ଓ ବିକ୍ରେତା ଠାରୁ ଯେଉଁ ଅର୍ଥ ପାଏ; କମିସନ୍; ପାଉସେରୀ; ଦଲାଲୀ — ୧. Precentage or commission paid to a broker.
- ୨. ନିଜ ପ୍ରଭୁଙ୍କ ପାଇଁ ଦେକାନୀଠାରୁ ସଉଦା କିଣିବା ଭୃତ୍ୟ ଦେକାନୀଠାରୁ ଟଙ୍କାକେ ଯେଉଁ ନିର୍ଦ୍ଦିଷ୍ଟ ଧନ (ଯଥା—ପଇସାଏ ବା ଦୁଇ ପଇସା) ପାଏ — ୨. A commissioner at a fixed rate paid to a servant by a trader who sells commodities to the master through the servant.
ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା
ସ୍ୱାକ୍ଷର (ନନ୍ଦେ) —Signature.