ଦସ୍ତାବେଜ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦସ୍ତ୍ ଆବେଜ୍)

ସମ୍ପାଦନା
୧. ଦଲିଲ; ଲିଖିତ ନିଦର୍ଶନ ପତ୍ର — ୧. Document; a deed in writing.
୨. ବ୍ୟବହାର ସମ୍ୱନ୍ଧୀୟ ଲେଖ —୨. A deed in which business transactions are entered.