ଦସ୍ତାବିଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫାରାସୀ - ଦସ୍ତ୍ ଆବେଜ୍) ସମ୍ପାଦନା

୧. ଦଲିଲ; ଲିଖିତ ନିଦର୍ଶନ ପତ୍ର — ୧. Document; a deed in writing.
୨. ବ୍ୟବହାର ସମ୍ୱନ୍ଧୀୟ ଲେଖ —୨. A deed in which business transactions are entered.