ଦସ୍ତାନା
ଦସ୍ତାନା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ବୈଦେଶିକ - (ଫାରାସୀ - ଦସ୍ତଆନା) ସମ୍ପାଦନା
- ୧. ହାତମୋଜା; ହସ୍ତାଭରଣ — ୧. Gloves.
- ୨. ଏକପ୍ରକାର ତରବାରୀ ଯହିଁର ମୁଠା ଖୋଳ ପରି ହୋଇ ଥାଏ ଓ ଯାହାକୁ ଧରିବା ଲୋକର ହାତକଚଟି ପର୍ଯ୍ୟନ୍ତ ଉକ୍ତ ଖୋଳ ମଧ୍ୟର୍ ଆବୃତ ରହେ —୨. A kind of sword with a hollow handle which protects the hand of the user up to the wrist.