ଦସ୍ତରବନ୍ଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ବୈଦେଶିକ - ବିଶେଷ୍ୟ - (ଫାରାସୀ - କଚିରିଆ) ସମ୍ପାଦନା

୧. କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — ୧. Colletion of records at one place.
୨. ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — ୨. A keeper of public records.

ବୈଦେଶିକ - ବିଶେଷଣ - ସମ୍ପାଦନା

ଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records).