ଦସ୍ତରବନ୍ଦୀ
ଦସ୍ତରବନ୍ଦୀ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଫାରାସୀ - କଚିରିଆ)
ସମ୍ପାଦନା- ୧. କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — ୧. Colletion of records at one place.
- ୨. ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — ୨. A keeper of public records.
ବୈଦେଶିକ - ବିଶେଷଣ -
ସମ୍ପାଦନାଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records).