ଦସ୍ତରବନ୍ଦୀ
ଦସ୍ତରବନ୍ଦୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ବୈଦେଶିକ - ବିଶେଷ୍ୟ - (ଫାରାସୀ - କଚିରିଆ) ସମ୍ପାଦନା
- ୧. କୌଣସି କାଗଜପତ୍ରର ଏକତ୍ର ସଂଗ୍ରହ — ୧. Colletion of records at one place.
- ୨. ରାଜକୀୟ କାଗଜପତ୍ର ଯାହାଙ୍କ ଅଧୀନରେ ରହେ (ନନ୍ଦେ) — ୨. A keeper of public records.
ବୈଦେଶିକ - ବିଶେଷଣ - ସମ୍ପାଦନା
ଏକତ୍ର ସଂଗୃହୀତ (କାଗଜପତ୍ର) — Collected together (records).