ଦସ୍ତବଦସ୍ତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - କ୍ରି.ବିଶେଷଣ - (ଫା) (କଚିରିଆ ଭାଷା; କବାଲା ଆଦିରେ ବ୍ୟବହୃତ) ସମ୍ପାଦନା

ହାତେହାତ; ହାତକୁ ହାତ;ନଗଦ —In cash; from hand to hand.

(ଯଥା— ଏ ବିକ୍ରୟ ବତ୍ତିର ଜରସମନ ଦଶ ଟଙ୍କା ଆମ୍ଭେ ମୁସ୍ତରିଙ୍କଠାରୁ ଦସ୍ତବଦସ୍ତ ବୁଝିପାଇଲୁ)