ଦସ୍ତଖତ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦସ୍ତଖତ କରିବା; ଦସକତ,ବା ଦସଖତ କରିବା,ଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ସ୍ୱାକ୍ଷର କରିବା — To sign.

[ଦ୍ରଷ୍ଟବ୍ୟ —ନିଜଦ୍ୱାରା ବା ଅନ୍ୟଦ୍ୱାରା ଲିଖିତ ଦସ୍ତା— ବିଜରେ ଦସ୍ତଖତ କରିବା ବ୍ୟକ୍ତି ଉକ୍ତ ଦସ୍ତାବିଜରେ ଲେଖାଥିବା ବିଷୟକୁ ସ୍ୱୀକାର କରିଥିବାର ବିବେଚିତ ହୁଏ]