ଦସ୍ତଖତ୍
ଦସ୍ତଖତ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ଦସକ (ଖ)ତ—ଅନ୍ୟରୂପ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତଖତ୍=ହାତଲେଖ)
ସମ୍ପାଦନା- ୧. ସ୍ୱାକ୍ଷର; କୌଣସି ଲିଖିତ ପତ୍ରରେ ନିଜ ହାତରେ ଲେଖା ହୋଇଥିବା ନିଜ ନାମ —୧. One's own signature in a document.
- ୨. କୌଣସି ଦଲିଲରେ ଆପଣା ନାମ ସ୍ୱାକ୍ଷର କରିବା କର୍ମ —୨. The act of singning one's name in a document.