ଦସ୍ତଖତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଦସକ (ଖ)ତ—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଦସ୍ତଖତ୍=ହାତଲେଖ) ସମ୍ପାଦନା

୧. ସ୍ୱାକ୍ଷର; କୌଣସି ଲିଖିତ ପତ୍ରରେ ନିଜ ହାତରେ ଲେଖା ହୋଇଥିବା ନିଜ ନାମ —୧. One's own signature in a document.
୨. କୌଣସି ଦଲିଲରେ ଆପଣା ନାମ ସ୍ୱାକ୍ଷର କରିବା କର୍ମ —୨. The act of singning one's name in a document.