ଦଶବିଶ
ଦଶବିଶ
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଯାଜପୁର) ବିଶେଷ୍ୟ -
ସମ୍ପାଦନାବିବାହର ୧ମ ଦିବସରେ ଜୋଇଁର ଶଶୁରଘରକୁ ଯିବା —The going of the bridegroom to the bride's house in the ୧୦th day after marriage.
[ଦ୍ରଷ୍ଟବ୍ୟ —ତା ପୂର୍ବଦିନ ପାହାନ୍ତିଆରୁ (୯ ମଙ୍ଗଳ ଦିନ ପାହାନ୍ତିଆରୁ) କନ୍ୟାକୁ ବରଘରୁ ଅନ୍ୟର ଦୃଷ୍ଟିର ଅଗୋଚରରେ ବାପ ଘରକୁ ପଠାଇ ଦିଆଯାଏ ମତାନ୍ତରେ ୮ ମଙ୍ଗଳା ଦିନ ବର ଘରର କେହି ଲୋକ କନ୍ୟାକୁ ଦେଖିବା ବିହିତ ନୁହେଁ ବୋଲି ବିଶ୍ୱାସ ଅଛି ଜୋଇଁକୁ କାଁସୀରେ ଶଶୁରଘରେ ନୂଆ ଗୁଡ଼ ଖାଇବାକୁ ଦିଆଯାଏ]