ଦଶକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ବିଣ—(ଦଶ+ପରିମାଣର୍ଥେ. କ) ସମ୍ପାଦନା

୧. ଦଶର ଗୁଣିତକ ବା ଦଶ ସ୍ଥାନୀୟ (ସଂଖ୍ୟା); ଏକାଧିକ ଅଙ୍କର ଦକ୍ଷିଣା ମୁଣ୍ଡରୁ ବାମ ଆଡ଼କୁ ଗଣିଲେ ଦୁଇ ସ୍ଥାନୀୟ (ଅଙ୍କ) — ୧. At the tenth place; multiple of ten
୨. ଦଶ ଗୁଣିତ —୨. Tenfold.

ବିଶେଷ୍ୟ - ସମ୍ପାଦନା

୧. ଦଶ ବର୍ଷ; ଦୁଶନ୍ଧି —୧. A decade.
୨. ଦଶ ସଂଖ୍ୟାର ସମାହାର —୨. A unit of ten.

ଦେଶଜ - ବିଶେଷ୍ୟ - ସମ୍ପାଦନା

ପଣିକିଆର ୧ ସଂଖ୍ୟାର ଧାଡ଼ି ବା ଖନ୍ଦା — Multiplication table relating to ten.