ଦଶକ
ଦଶକ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଣ—(ଦଶ+ପରିମାଣର୍ଥେ. କ)
ସମ୍ପାଦନା- ୧. ଦଶର ଗୁଣିତକ ବା ଦଶ ସ୍ଥାନୀୟ (ସଂଖ୍ୟା); ଏକାଧିକ ଅଙ୍କର ଦକ୍ଷିଣା ମୁଣ୍ଡରୁ ବାମ ଆଡ଼କୁ ଗଣିଲେ ଦୁଇ ସ୍ଥାନୀୟ (ଅଙ୍କ) — ୧. At the tenth place; multiple of ten
- ୨. ଦଶ ଗୁଣିତ —୨. Tenfold.
ବିଶେଷ୍ୟ -
ସମ୍ପାଦନା- ୧. ଦଶ ବର୍ଷ; ଦୁଶନ୍ଧି —୧. A decade.
- ୨. ଦଶ ସଂଖ୍ୟାର ସମାହାର —୨. A unit of ten.
ଦେଶଜ - ବିଶେଷ୍ୟ -
ସମ୍ପାଦନାପଣିକିଆର ୧ ସଂଖ୍ୟାର ଧାଡ଼ି ବା ଖନ୍ଦା — Multiplication table relating to ten.