ଦଶ

ଉଚ୍ଚାରଣ

ସମ୍ପାଦନା
  • (file)
  • (file)

ଅନୁବାଦ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଦନ୍ଶ୍ ଧାତୁ=ଦୀପ୍ତି ପାଇବା+ଅନ୍=ଦଶନ୍ ଶବ୍ଦ)

ସମ୍ପାଦନା

ପାଞ୍ଚର ଦୁଇ ଗୁଣ ସଂଖ୍ୟା; ୧ ସଂଖ୍ୟା — The number ten.

ବିଶେଷଣ -

ସମ୍ପାଦନା
୧. ସଂଖ୍ୟକ —Numbering ten.

[ଦ୍ରଷ୍ଟବ୍ୟ —'ଦଳ' ଶବ୍ଦ ବହୁ ସଂଖ୍ୟକ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯଥା—ଦଶ ଜଣ ଯେଉଁ ବାଟରେ ଯିବେ ମୁଁ ସିନା ସେହି ବାଟରେ ଯିବି]

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ସର୍ବସାଧାରଣ —୧. The public.

(ଯଥା—ସଂଯତ ସଂଘବଦ୍ଧଭାବେ ଆମ ଦେଶର ଯୁବକମାନେ ଦେଶ ଲାଗି ଓ ଦଶ ଲାଗି କାର୍ଯ୍ୟ କରି ପାରୁ ନାହାନ୍ତି—ଦୈନିକ ଆଶା. ତା ୨୭—୬—୧୯୨୯: )

୨. ମୃତ ବ୍ୟକ୍ତି ମୃତ୍ୟୁର ୧ ଦିନ ପର୍ଯ୍ୟନ୍ତ ଯେଉଁ ଅନ୍ତ୍ୟେଷ୍ଟିକ୍ରିୟାମାନ କରା ଯାଏ, ତହିଁ ମଧ୍ୟରୁ ଦଶମ ଦିନର କର୍ତ୍ତବ୍ୟ କ୍ରିୟା —୨. The funeral ceremonies or rites performed on the tenth day of a man's death.