ଦଲିଲ୍
ଦଲିଲ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - କବିଶେଷ୍ୟ - (କଚିରିଆ) (ଫାରାସୀ - ଦଲୀଲ୍=ଯୁକ୍ତି ତର୍କ)
ସମ୍ପାଦନାକୌଣସି ବିଷୟର ଲିଖିତ ନିଦର୍ଶନ — ୧. Document; a deed; any thing in writing.
- ୨. ଲିଖିତ ପ୍ରମାଣ —୨. Evidence in writing; documentary evidence.
[ଦ୍ରଷ୍ଟବ୍ୟ —ଏହା ସାଧା ରବା ପୋଲା ବା ଗର ରେଜିଷ୍ଟରି ଦଲିଲକୁ କିମ୍ୱା ପକ୍କା ବା ରେଜିଷ୍ଟରି ଦଲିଲକୁ ବୁଝାଏ]