ଦର୍ଶାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - (ସଂସ୍କୃତ - ଦୃଶ ଧାତୁ ଣିଚ, ଦର୍ଶ ଧାତୁ) ସମ୍ପାଦନା

୧. ଦର୍ଶନ କରାଇବା; ଦେଖାଇବା — ୧. To show; to exhibit; to display; to point out.
୨. (କଚିରିଆ) ପ୍ରମାଣ ଉପସ୍ଥାପିତ କରିବା; ଦାଖଲ କରିବା — ୨. To cite; to adduce; to produce.
୩. ଅନ୍ୟର ଦୃଷ୍ଟି ଆକର୍ଷଣ କରିବା — ୩. To attract the attention of another.
୪. ପ୍ରମାଣିତ କରିବା —୪. To prove.