ଦର୍ଶାଇବା
ଦର୍ଶାଇବା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - କ୍ରିୟାପଦ - (ସଂସ୍କୃତ - ଦୃଶ ଧାତୁ ଣିଚ, ଦର୍ଶ ଧାତୁ)
ସମ୍ପାଦନା- ୧. ଦର୍ଶନ କରାଇବା; ଦେଖାଇବା — ୧. To show; to exhibit; to display; to point out.
- ୨. (କଚିରିଆ) ପ୍ରମାଣ ଉପସ୍ଥାପିତ କରିବା; ଦାଖଲ କରିବା — ୨. To cite; to adduce; to produce.
- ୩. ଅନ୍ୟର ଦୃଷ୍ଟି ଆକର୍ଷଣ କରିବା — ୩. To attract the attention of another.
- ୪. ପ୍ରମାଣିତ କରିବା —୪. To prove.